ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ମେଡ଼ିକାଲ୍ ରେ

ବୃତ୍ତି

ପ୍ରାକୃତିକ ଚିକିତ୍ସା ଥେରାପିଷ୍ଟ୍


ପ୍ରାକୃତିକ ଚିକିତ୍ସା ଥେରାପିଷ୍ଟ୍

NCS CODE: 2269.0100 | HW046

ଜଣେ ବ୍ୟକ୍ତି ପ୍ରାକୃତିକ ଉପାଦାନ (ଯେପରିକି ବାୟୁ, ଜଳ ଏବଂ ପଥି) ଏବଂ ଶାରୀରିକ ଉପାୟ (ଯେପରିକି ଟିସୁ ମେନିପୁଲେସନ୍ ଏବଂ ଇଲେକ୍ଟ୍ରୋଥେରାପି) ର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥାନ୍ତି ତାଙ୍କୁ ପ୍ରାକୃତିକ ଚିକିତ୍ସା ଥେରାପିଷ୍ଟ୍ କୁହାଯାଏ ।

ଆବଶ୍ୟକ ଦକ୍ଷତା :
  • ସାମଗ୍ରିକ ସ୍ୱାସ୍ଥ୍ୟ ଜ୍ଞାନ
  • ଯୋଗାଯୋଗ ଦକ୍ଷତା
  • ନେତୃତ୍ୱ ଦକ୍ଷତା
  • ସମସ୍ୟା ସମାଧାନ
  • ଚାପ ପରିଚାଳନା
ସଫଳତାର କାହାଣୀ

ଡକ୍ଟର ଶାଇନି ବେନେଡିକ୍ଟ୍

ଡକ୍ଟର ଶାଇନି ବେନେଡିକ୍ଟ୍ ଜଣେ ପ୍ରାକୃତିକ ଚିକିତ୍ସା ଥେରାପିଷ୍ଟ ଅଟନ୍ତି ଯାହାଙ୍କର ଏହି କ୍ଷେତ୍ରରେ ୧୨ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ସେ ବେଙ୍ଗାଲୁରୁର ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରୁ ୱେଲନେସ୍ ମ୍ୟାନେଜମେଣ୍ଟରେ ଡିପ୍ଲୋମା ମଧ୍ୟ କରିଛନ୍ତି। ସେ ଆକ୍ୟୁପଞ୍ଚର, ନ୍ୟୁଟ୍ରିସିଆନିଷ୍ଟ, ଯୋଗ ଓ ସୁସ୍ଥତା, ମାନସିକ ଚାପ ପରିଚାଳନା ଏବଂ ପରାମର୍ଶରେ ଦକ୍ଷ । 

 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ